Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପଟ୍ଟାଙ୍ଗୀ: ନନ୍ଦପୁରରେ କୁମ୍ଭାର ଟେରାକୋଟା ପ୍ରଶିକ୍ଷଣ ଶିବିର ଶେଷ, ସ୍ବୟଂ ସହାୟକ ଗୋଷ୍ଠୀ ଯନ୍ତ୍ରlସ ସହ ମାନ ପତ୍ର ପ୍ରଦାନ

Pottangi, Koraput | Jan 15, 2026
କୋରାପୁଟ ଜିଲ୍ଲା ନନ୍ଦପୁର ସଦର ମହକୁମା ଠାରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପ୍ରାୟୋଜିତ ଓ ହସ୍ତଶିଳ୍ପ ସହନିର୍ଦେଶକ, ଜୟପୁରଙ୍କ ତରଫରୁ ଆୟୋଜିତ ଶିଳ୍ପ ଗ୍ରାମ ଯୋଜନା–୨୦୨୪–୨୫ ଅଧୀନରେ ନନ୍ଦପୁର କୁମ୍ଭାର ଟେରାକୋଟା ପ୍ରଶିକ୍ଷଣ ଶିବିର ସଫଳତାର ସହ ସମାପ୍ତ ହୋଇଛି। ଗତ ୨୪-୦୩-୨୦୨୫ ତାରିଖରେ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର ଆଜି ଉତ୍ସାହପୂର୍ଣ୍ଣ ପରିବେଶରେ ସମାପନ ହୋଇଥିଲା।

MORE NEWS