ବରଗାଁରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ରେ ଅତିଥି ରୂପେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ସଭ୍ୟ ଏବଂ ପୂର୍ବତନ ବିଧାୟକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ହେଉଚି ରାଜ୍ୟସ୍ଥରୀୟ ଫୁଟବଲ୍ ଟୁର୍ନାମେଣ୍ଟ ଏହି କାର୍ଯ୍ୟକ୍ରମ ରେ ରବିବାର ଅପରାହ୍ନ 3 ଟାରେ ଅତିଥି ରୂପେ ଯୋଗଦେଇଥଇଲେ ନନ୍ଦାହାଣ୍ଡି ର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଅରୁଣ ମିଶ୍ର ଏବଂ ନବରଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ