ଯାଜପୁର: ରସୁଲପୁର ବ୍ଲଳ ବିଜେଡି ଛାତ୍ର ନେତାଙ୍କ ଜେଜେ ମାଆଙ୍କ ଏକା ଦଶାହ କ୍ରିୟା ବାସଭବନରେ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ
ରସୁଲପୁର ବ୍ଲଳ ବିଜେଡି ଛାତ୍ର ନେତାଙ୍କ ଜେଜେ ମାଆଙ୍କ ଏକା ଦଶାହ କ୍ରିୟା ବାସଭବନରେ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ l ଆଜି ହେଉଛି ରସୁଲପୁର ବ୍ଲକ ବିଜେଡି ଛାତ୍ର ନେତା ଚନ୍ଦ୍ରଶେଖର ସାମଲଙ୍କ ଜେଜେ ମାଆଙ୍କ ଏକା ଦଶାହ କ୍ରିୟା l ଏହି ପରିପକ୍ଷରେ ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇ ଛାତ୍ର ନେତାଙ୍କ ଘରେ ପହଂଚି ଫଟଚିତ୍ରରେ ମାଲ୍ୟାର୍ପଣ ଶ୍ରଦ୍ଧାଞ୍ଜଳି ଜାଣିଥିଲେ l ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇଙ୍କ ଏହି ଗସ୍ତ ସମୟରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ l