ନୂଆପଡା: ଚଟିଆଗୁଡ଼ା ବିଜୁ ଏକ୍ସପ୍ରେସ ୱେରେ ବାଘ ଛାଲ ଜବତ; ଖଡ଼ିଆଳ ଡିଏଫଓ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଡିଏଫଓ ଅଜିଜ ଖାନ
Nuapada, Nuapada | Aug 27, 2025
ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ଗ୍ରାମ ପାଖ ବିଜୁ ଏକ୍ସପ୍ରେସ ୱେ ଠାରେ ଗତ ୨୫ ତାରିଖ ଦିନ କଲରାପତରିଆ ବାଘ ଛାଲ ଓ ଏକ ସ୍କୁଟି ଜବତ...