ସୁନ୍ଦରଗଡ ସହର: ସଦର ଥାନା ସୂଦର୍ଶନପୁରରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଚଢାଉ, ଜଣେ ମହିଳା ଅଭିଯୁକ୍ତ ଗିରଫ, 14 ଲିଟର ମଦ ଜବତ
Sundargarh Town, Sundargarh | Sep 8, 2025
ଆଜି ସେପ୍ଟେମ୍ୱର 8 ତାରିଖ ସୋମବାର ଅପରାହ୍ନ 4:15 ସମୟରେ ଏହି ଚଢାଉ କରାଯାଇ ଅଭିଯୁକ୍ତ ମହିଳା ପିଙ୍କି ଦାସକୁ ଅବକାରୀ ବିଭାଗ ଗିରଫ କରିବା ସହ...