ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କେନ୍ଦୁଢିପ ପାଖ ରାସ୍ତାରେ ବାଇକ୍ ଦୁର୍ଘଟଣା ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କେନ୍ଦୁଢିପ ପାଖ ରାସ୍ତାରେ ବାଇକ୍ ଦୁର୍ଘଟଣା ଜଣେ ଯୁବକ ଆହତ ହୋଇଯାଇଥିଲେ ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ରବିବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।