ଦେବଗଡ: ମଧ୍ୟପୁର ଗ୍ରାମରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଶତାଧିକ ଚାଷୀ ଓ ଏସଏଚଜି ମହିଳା ସାମିଲ
Debagarh, Debagarh (Deogarh) | Jun 1, 2025
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମଧ୍ୟପୁର ଗ୍ରାମରେ ଆଜି ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ବିକଶିତ କୃଷି ସଙ୍କଳ୍ପ ଅଭିଯାନ...