Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

ଜଗତସିଂହପୁର: ଅଲଣାହାଟ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ଓ ଦୋକାନ ଭଙ୍ଗାରୁଜା ନାଉଗାଁ ଥାନାରେ ଅଭିଯୋଗ

ଅଲଣାହାଟ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ଓ ଦୋକାନ ଭଙ୍ଗାରୁଜା ନାଉଗାଁ ଥାନାରେ ଅଭିଯୋଗ l ସୂଚନା ମୁତାବକ ଅଲଣାହାଟ ଅଞ୍ଚଳ ର ସୁବ୍ରତକୁମାର ସାହୁ ଙ୍କୁ ଗତକାଲି ବିଳମ୍ବିତ ରାତ୍ର ସମୟରେ ଅଲଣା ଅଞ୍ଚଳ ର କିଛି ବ୍ୟକ୍ତି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ l ପରେ ତାଙ୍କ ଦୋକାନ କୁ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ l ଯେଉଁ ଘଟଣା କୁ ଭିତ୍ତିକରି ସୁବ୍ରତ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଛନ୍ତି l

MORE NEWS

ଜଗତସିଂହପୁର: ଅଲଣାହାଟ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ ଓ ଦୋକାନ ଭଙ୍ଗାରୁଜା ନାଉଗାଁ ଥାନାରେ ଅଭିଯୋଗ - Jagatsinghapur News