Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Fisheries
Nfdp
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଟିଟିଲାଗଡ: ବିଧାନସଭା ପରିସରରେ ଡି ଏ ଭି ମହାବିଦ୍ୟାଳୟର ଅସୁବିଧା ବିଷୟରେ ଅବଗତ କରାଇବା ସହ ସମାଧାନ ପାଇଁ କଲେ ଦାବି

Titlagarh, Balangir | Nov 29, 2025
ଆଜି ବିଧାନସଭା ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ମାନ୍ୟବର ବାଚସ୍ପତିଙ୍କ ସମ୍ମୁଖରେ ମନ୍ତ୍ରୀଙ୍କୁ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ କଲେ ନିବେଦନ। ଟିଟିଲାଗଡ଼ ଡି ଏ ଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅସୁବିଧା ଓ ସୁବିଧା ବିଷୟରେ କଲେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ ହୋଷ୍ଟେଲ ବ୍ୟବସ୍ତା ଓ କଲେଜର ଵିଭିନ୍ନ ସମସ୍ୟାର ସମାଧାନପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଲେ।

MORE NEWS