ମନମୁଣ୍ଡା ରୁ ହରଭଙ୍ଗା ରେଳଲାଇନ ପଥପାଶ୍ୱ ବଣିକରଣ ଦୁର୍ନୀତି ନେଇ ପ୍ରତିକ୍ରିୟା ରଖିଲେ ମନମୁଣ୍ଡା ରେ ସମାଜ ସେଵୀ ବଲାଙ୍ଗୀର ଖୋର୍ଦ୍ଧା ରେଳଲାଇନ ର ମନମୁଣ୍ଡା ରୁ ହରଭଙ୍ଗା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉଭୟ ପାର୍ଶ୍ଵ ରେ ବନି କରଣ କରାଯାଇଛି I ଉକ୍ତ ବନୀକର ଣ ମହା ଦୁର୍ନୀତି ହୋଇଛି I ଗଛ ମାନଙ୍କରେ ଲୁହା ଜାଳି ବଦଳରେ ପ୍ଲାଷ୍ଟିକ ଲଗାଯାଇ ଥିବା ଅଭିଯୋଗ ହୋଇଛି I ଏହି ଦୁର୍ନୀତି ଉପରେ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଆଜି ଅଞ୍ଚଳର ସମାଜ ସେବି ଅନନ୍ତ ମିଶ୍ର ମନମୁଣ୍ଡା ରେ 5ଘଣ୍ଟା ସମୟ ରେ ପ୍ରତିକ୍ରିୟା ରଖିଛନ୍ତି I