ତା -୦୪. ୧୨. ୨୦୨୫ ରିଖ ସ୍ଥାନ - ଉମରକୋଟ ସାଇବର କ୍ରାଇମ ପୋଲିସ ହରିଆଣା ର ଏକ ଟିମ ଆଜି ଉମରକୋଟ ସ୍ଥିତ dnk କେଲୋନୀ ରୁ ରାକେଶ ମହାପାତ୍ର କୁ ଆରେଷ୍ଟ କରିଛନ୍ତି। ଅଭିଯୁକ୍ତ ରାକେଶ ମହାପାତ୍ର, ପିତା -ରାଜେଶ ମହାପାତ୍ର ଭୁବନେଶ୍ୱର NIIT ରେ ପଢୁଥିଲା ସମୟରେ ତା ନାଁ ରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥଲା। ଏହି ଆକଉଣ୍ଟ ରେ କୋଟି କୋଟି ଟଙ୍କାର transaction ହେଉଥିଲା। ହରିୟାଣା ପୋଲିସ ଏକ ସାଇବର କ୍ରାଇମ ର ଅନୁସନ୍ଧାନ କରୁଥିବା ବେଳେ ଏହି ଆକଉଣ୍ଟ ରେ ୧୬ ଲକ୍ଷ ୫୦ ହଜାର ଟଙ୍କା ଆସିଥିବା ଖବର ପାଇ ଆକଉଣ୍ଟ ହୋଲଡର ରାକେଶ ମହାପାତ୍ର କୁ ତାଙ୍କ ଘର dnk ଉମରକୋଟ ରୁ ଆରେଷ୍ଟ କରିଛନ