ସମ୍ବଲପୁର ମ୍ୟୁନିସିପାଲଟି: ବୀର ସୁରେନ୍ଦ୍ର ସାଏ ଯୁଗଳ ଇନଟ୍ରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ
ବୀର ସୁରେନ୍ଦ୍ର ସାଏ ଯୁଗଳ ଇନଟ୍ରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ଗତ ରବିବାର ତା ୯ ତାରିଖ ରୁ ଆରମ୍ଭ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇନଡୋର୍ ଷ୍ଟାଡିୟମରେ ସମ୍ବଲପୁର ବ୍ୟାଡମିଣ୍ଟନ ଆସୋସିଏସନ୍ ତରଫରୁ ବୀର ସୁରେନ୍ଦ୍ର ସାଏ ଯୁଗଳ ଇନଟ୍ରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦ ଟି ଟିମ୍ ଭାଗ ନେଇଥିଲେ। ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅଖତର୍ ଓ ସୁଶିଲ ଯୋଡି ଚାମ୍ପିଅନ ସୋହେଲ୍ ଓ ସାହିଲ୍ ଯୋଡି ରନର ଅପ ହୋଇଥିବା ବେଳେ କାଳିଆ ଓ ଅନୁରାଗ ଯୋଡି ତ୍ରୃତୀୟ ସ୍ଥାନ ଏବଂ ବିଭୁତି ରାଏ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ । ସମସ୍ତ ବିଜୟୀ ଖେଳାଳି