ମୋରଡା ଥାନା ଅଧୀନ ଠେଙ୍ଗାତାଣ୍ଡି ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ସମୟରେ ଚଢ଼ାଉ କରିଥିବା ମୋରଡା ପୁଲିସ ଟିକୁ ଘେରାକରି ଡ୍ୟୁଟିରେ ବାଧାଦେବା ଘଟଣରେ ପୂର୍ବରୁ ତିନିଜଣ ଗିରଫ ହୋଇଥିବା ବେଳେ ପୁଣି ୫ଜଣଙ୍କୁ ଗିରଫକରି ଶନିବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କଲା ମୋରଡା ପୁଲିସ l ଗିରଫ ସମସ୍ତ ଅଭିଯୁକ୍ତ ମାନେ ହେଉଛନ୍ତି ଠେଙ୍ଗାତାଣ୍ଡି ଗ୍ରାମର l