କବିସୂର୍ଯ୍ୟନଗର: ଅଙ୍ଗାର ଗାଁରୁ ଗିରିଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ୬ ମାସ ନପୁରୁଣୁ ଅସରାଏ ବର୍ଷାରେ ଧୋଇଗଲା ରାସ୍ତା
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ଅଙ୍ଗାର ଠାରୁ ଗିରିଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସରିବା ର ମାତ୍ର କିଛି ମାସ ବିତିଗଳୀନ ହେଲେ ନିମ୍ନ ମାନର କାର୍ଯ୍ୟକ୍ରମ ହେଇଥିବା ବେଳେ ବିଭୀଗୀୟ ଅଧିକାରୀ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କାମ ଶୁଣିବାକୁ ମିଳିଛି.