ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ପୂର୍ତ୍ତ ବିଭାଗ ରାସ୍ତା ପାଳଦା ବାଙ୍କ ଛକ ନିକଟରେ ଢଳାଇ ଉପରେ ବର୍ଷା ପାଣି ଛିଡ଼ା ହେବା ସହ ଧୋଇ ଗଲା ଢଳାଇ। ତଦନ୍ତ ଦାବୀ
Bhadrak Rural, Bhadrak | Sep 13, 2025
ନିମ୍ନମାନର କାମ ଯୋଗୁଁ ଧୋଇଗଲା ରାସ୍ତା।ଭଣ୍ଡାରିପୋଖରୀ ପୂର୍ତ୍ତ ବିଭାଗ ରାସ୍ତା ପାଳଦା ବାଙ୍କ ଛକ ନିକଟରେ ଦେଖିବାକୁ ମିଳିଛି ଏମିତି କିଛି...