ଡ଼ିସେମ୍ବର ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜଗାଙ୍ଗପୁର ଡାଲମିଆ ଭାରତ ସିମେଣ୍ଟ କାରଖାନା ଅଧୀନରେ ଲାଞ୍ଜିବେରନାରେ ଅବସ୍ଥିତ ପଥରଖଣିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି, ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଲିଟୁ ମିଞ୍ଜ, ରାକେଶ ଡୁଙ୍ଗଡୁଙ୍ଗ, ମେରିଜେମା ବିଲୁଙ୍ଗ, ବିନାଗୁସେନ ବାର୍ଲା ପ୍ରମୁଖ ପ୍ରତିକ୍ରିୟାରେ ଜଣାଇଛନ୍ତି, ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ର ଏହି ପଦକ୍ଷେପକୁ ଗ୍ରାମବାସୀମାନେ ବହୁ ପୂର୍ବରୁ ବିରୋଧ କରିଆସୁଛନ୍ତି, ତା ସତ୍ୱେ ଡାଲମିଆ ଭାରତ ସିମେଣ୍ଟ କାରଖାନା ପକ୍ଷରୁ ଏହିଜମିୟାଧିଗ୍ରହଣ