କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ସମ୍ବଲପୁରରେ ପ୍ରତିଷ୍ଠା ହେବ 200 କ୍ଷମତା ବିଶିଷ୍ଟ ବର୍ଜ୍ଯବସ୍ତରୁ ପରିଚାଳିତ ବାୟୋଗ୍ଯାସ ପ୍ଲାଣ୍ଟ | ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ OIL ଇଣ୍ଡିଆ ଲିମିଟେଡ ଓ ସମ୍ବଲପୁର ମହାନଗର ନିଗମ ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହୋଇଛି | ୧୩୨ କୋଟି ଟଂକା ବ୍ଯୟ ଅଟକଳରେ ଏହା ସମ୍ବଲପୁର ମହାନଗର ନିମଗ ଅଂଚଳରେ ପ୍ରତିଷ୍ଠା ହେବ | ଏହି ବାୟୋଗ୍ଯାସ ପ୍ଲାଣ୍ଟରୁ ପ୍ରତିଦିନ 8 ଟନ୍ ବାୟୋଗ୍ଯାସ ବାହାରିବ | ଯାହା ଗ୍ଯାସ ପାଇପ ଲାଇନ ଯୋଗେ ଘର ଘର ଯୋଗାଣ ହେବ | ଏହା ସହ ୧୭ରୁ୮୧୮ ଟନ୍ ସାର ଉତ୍ପାଦନ ହେବ | ସମ୍ବଲପୁର ମହାନଗର ନିଗମ