କୋରାପୁଟ ସହର: କୋରାପୁଟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସ୍ଵଚ୍ଛତା ନେଇ ପ୍ରଶାସନ ପର୍ଯ୍ୟଟକଙ୍କୁ ସଚେତନ କରିବା ଆବଶ୍ୟକତା ନେଇ ମତ ରଖିଲେ ସ୍ଥାନୀୟ ବାସିନ୍ଦା
କୋରାପୁଟରେ ପ୍ରବଳ ଶୀତ ସହ ଘନ କୁହୁଡି ମଧ୍ୟରେ କୋରାପୁଟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ହାଡ଼ଭଙ୍ଗା ଶୀତରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ପ୍ରଶାସନ ପକ୍ଷରୁ କୋରାପୁଟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସ୍ଵଚ୍ଛତା ଅବଲମ୍ବନ କରିବା ସହ ପର୍ଯ୍ୟଟକଙ୍କ କ୍ଷେତ୍ରରେ ସଚେତନତା କରିବା ଆବଶ୍ୟକତା ଥିବା ଆଜି ସକାଳ ୯ ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି।