କୋରାପୁଟ ସହର: କୋରାପୁଟ ପୋଲିସ ପଡ଼ିଆରେ ପରବ ୨୦୨୫ ଉପଲକ୍ଷେ ବରିଷ୍ଟ ନାଗରିକଙ୍କ ମଧ୍ୟରେ ଫୁଟବଲ ପ୍ରତିଯୋଗିତା , କୋରାପୁଟ ପୌର ପରିଷଦ ଦଳ ବିଜୟୀ
ଆଦିବାସୀ ମହୋତ୍ସବ ପରବ ୨୦୨୫ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଜାଇଛି । ସ୍ଥାନୀୟ ପୁଲିସ ପଡିଆରେ ଆୟୋଜିତ ପ୍ରତିଯୋଗିତା ପୌର ପରିଷଦ ନିର୍ବାହୀ ଅଧିକାରୀ ତଥା ଜିଲା କ୍ରୀଡା ଅଧିକାରୀ ଜ୍ଞାନ ଜିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ୬ ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲରେ ଦାମନଯୋଡି ଓ କୋରାପୁଟ ପୌର ପରିଷଦ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା ।