ସ୍ଥାନୀୟ ଅଇଁଠାପାଲି ପିଏଚଡ଼ି ପଡିଆ ଠାରେ ଓଡିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକ ମହୋତ୍ସବ ୨୦୨୬ ଉଦଯାପିତ ହୋଇଯାଇଛି। ଉଦଯାପାନୀ ସଂଧ୍ୟାରେ ପୋଲିସ ଆଇଜି ହିମାଂଶୁ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରର ସଂସ୍କୃତି ବେଶ ଉନ୍ନତ ଅଟେ। ଚଳିତ ମହୋତ୍ସବ ବେଶ ଭଲ ହୋଇଛି ।ତେବେ ସମସ୍ତଙ୍କ ସହଯୋଗ ମିଳିଲେ ଏହି ଅଞ୍ଚଳର ବିକାଶ ହୋଇପାରିବ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ କମିଶନର ତଥା ନୋଡାଲ ଅଧିକାରୀ ରେ