କାମାକ୍ଷାନଗର: କଙ୍ଗେଇଲ ଗାଁ ଛକରେ ଗୁରୁବାର ୯ଟାରେ ସାଇକେଲ ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ ବୃଦ୍ଧ ମୃତ
କଙ୍ଗେଇଲ ଗାଁ ଛକରେ ଗୁରୁବାର ୯ଟାରେ ସାଇକେଲ ଧରି ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଧକ୍କା ଦେଲା ବାଇକ ବୃଦ୍ଧ ମୃତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କଙ୍ଗେଇଲ ଗାଁ ଛକରେ ଗାଁର ଅଙ୍କୁର ଚରଣ ଖୁଣ୍ଟିଆ ସାଇକେଲ ଧରି ଛିଡା ହୋଇଥିବା ବେଳେ ଏକ ବାଇକ ଦେଇଥିଲା ଧକା ଯାହାଫଳରେ ଅଙ୍କୁରଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।