କେନ୍ଦୁଝର ସହର: କୁମୁଳାବାହାଳ ଦୋଳି ଖେଳୁଥିବା ବେଳେ ବେକରେ ଶାଢୀ ଛନ୍ଦି ହେବାରୁ ଜଣେ ନାବାଳିକା ପ୍ରାଣ ହରାଇଛନ୍ତି ସୂଚନା
Kendujhar Town, Kendujhar | Aug 26, 2025
ଦୋଳି ଖେଳୁ ଖେଳୁ ଚାଲି ଗଲା ୯ ବର୍ଷ ଝିଅର ଜୀବନ କାନ୍ଦ ବୋବାଳି ପାଟି ପଡ଼ୁଛି ଗାଁ ଦାଣ୍ଡ ପାଟଣା-ଦୋଳି ଖେଳୁଥିବା ବେଳେ ବେକରେ ଶାଢୀ ଛନ୍ଦି...