ସମ୍ବଲପୁର ମ୍ୟୁନିସିପାଲଟି: ମାଝୀପାଲି ନିକଟରେ ସଡ଼କ ଦୁର୍ଘଟଣା ଚାଳକ ଆହତ
ମାଝୀପାଲି ନିକଟରେ ସଡ଼କ ଦୁର୍ଘଟଣା ଚାଳକ ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଭୋର ରୁ ଏକ ମାଲ ବୋଝେଇ ଟ୍ରକ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲା l ଗାଡିଟି ରାସ୍ତା କଡରେ ଥିବା କଲଭର୍ଟ ଉପରକୁ ଛାଡିଯାଇ ଡ୍ରେନ ରେ ପଡିଯାଇଥିଲା l ଯାହାଫଳରେ ଚାଳକ ଆହତ ହୋଇଥିଲେ l ଚାଳକଙ୍କୁ ସମ୍ବଲପୁର ସଦର ମେଡିକାଲ ରେ ଭର୍ତି କରାଯାଇଛି l ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି l