ଆଜି ବ୍ରାହ୍ମଣଦେଇ ପଡା ଠାରେ କିଆବନ୍ଧ ପାଶ୍ୱର୍ରେ ଆଜକୁ ପ୍ରାୟ ୫୦ବର୍ଷରୁ ଉଦ୍ଧ୍ୱର୍ ବର୍ଷ ଧରି ବସବାସ କରୁଥିବା ୫ଟି ପରିବାରକୁ ଅନୁଗୁଳ ମୁ୍ୟନିସିପାଲିଟି ତରଫରୁ ସୌନ୍ଦର୍ଯ୍ୟକରଣ ନାମରେ ଉଚ୍ଛେଦ କରିବା ପାଇଁ ଗତ ତା୦୩.୧୧.୨୦୨୫ରିଖ ଦିନ ହଠାତ୍ ନୋଟିସ୍ ଜାରି କରାଯାଇଛି । ୭ଦିନ ମଧ୍ୟରେ ଘରଖାଲି ନକଲେ ଜବରଦସ୍ତ ଘର ଭାଙ୍ଗିଦେବାର ଧମକ ମଧ୍ୟ ଦିଆଯାଇଛି । ତେଣୁ ୫ଟି ପରିବାର ପକ୍ଷରୁ ମୁ୍ୟନିସିପାଲିଟି ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ତାଙ୍କର ଲିଖିତ ଅଭିଯୋଗକୁ ଗ୍ରହଣ ନକରି ଓଲଟି ଭାଙ୍ଗିବାର ଧମକ ଦେବାରୁ ବାଧ୍ୟହୋଇ ପରିବାରଗୁଡିକ ଆଜି ସାମ୍ବାଦିକ ସ