ପ୍ରାର୍ଥମିକ ଶିକ୍ଷକ ସଂଘ ଓଡିଶା ସଙ୍ଘର ଖଇରା ଶାଖା ପକ୍ଷରୁ ଦୁଇ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଧିକାରିଣୀ ଙ୍କୁ ଦାବିପତ୍ର ପ୍ରଦାନ l ଖଇରା ପ୍ରାର୍ଥମିକ ଶିକ୍ଷକ ସଂଘ ର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ନେତୃତ୍ୱ ରେ ଆଜି ଖଇରା ବଜାର ରୁ କାର୍ଯ୍ୟରତ ଶିକ୍ଷକ ମାନେ ଏକ ଶୋଭାଯାତ୍ରା ରେ ବାହାରି ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ପରିସର ରେ ଗୋଷ୍ଠୀ ଶିକ୍ଷାଧିକାରିଣୀ ଙ୍କୁ ଦୁଇ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ l ଆଗାମୀ ଦିନ ରେ ଯଦି ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ l