ଲାଞ୍ଜିଗଡ: ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସାଂସଦଙ୍କ ଦ୍ଵାରା ଲୋକାର୍ପିତ ହେଲା ଉତ୍କଳ ଆଲୁମିନା କମ୍ପାନୀ ପ୍ରଦତ୍ତ ମହାପାରାୟଣ ଯାନ
ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିକଟରେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଏକ ମହା ପାରାୟଣ ଯାନ ଯୋଗାଇ ଦିଆଯାଇଥିଲା। ଶନିବାର କଳାହାଣ୍ଡି ସାଂସଦ ମାଳବୀକା ଦେଓ ଥୁଆମୁଳ ରାମପୁର ଗସ୍ତରେ ଆସି ଏହି ମହା ପାରାୟଣ ଯାନର ଲୋକାର୍ପିତ କରିଛନ୍ତି।