ଭଟଲି: ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭଟଲି ରେ ପ୍ରଭୁ ଦଧିବାମନ ମନ୍ଦିରରେ ଆଜି ସନ୍ଧ୍ୟା ଆଳତି ରେ ଭକ୍ତ ଙ୍କ ପ୍ରବଳ ଭିଡ଼
ପଶ୍ଚିମଓଡିଶା ର ଶ୍ରୀକ୍ଷେତ୍ର ପ୍ରଭୁ ଦଧିବାମନ ମନ୍ଦିର ରେ ଆଜି 7 PM ରେ ମାର୍ଗଶିର ଷଷ୍ଠୀ ରେ ସନ୍ଧ୍ୟା ଆଳତି ରେ ରୀତି ନୀତି ଅନୁସାରେ ସମ୍ପୂର୍ଣ ହୋଉଛି : ଶହ ଶହ ଭକ୍ତ ଶ୍ରଦ୍ଧାଲୁ ଆଜି ଯୋଗ ଦେଇଥିଲେ l