ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅମୃତ ବିହାର ସ୍ଥିତ ବାଣିଜ୍ୟ ବିଭାଗରେ “ ଲିମିଟେଡ୍ ଲାୟବିଲିଟି ପାର୍ଟନରସିପ୍ " ସଂପର୍କିତ ଚତୁର୍ଥ ଆଲୁମିନି ଟକ୍ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବାଣିଜ୍ୟ ବିଭାଗର ପ୍ରାକ୍ତନ ସ୍ନାତକ ଛାତ୍ରୀ ତଥା ବର୍ତ୍ତମାନର ସି.ଏସ୍. ଫାଇନାଲ୍ ଛାତ୍ରୀ ଶୀତଳ ଶର୍ମା ଯୋଗଦେଇ ଲିମିଟେଡ୍ ଲାୟବିଲିଟି ପାର୍ଟନରସିପ୍ ସମ୍ବନ୍ଧୀୟ ପ୍ରକ୍ରିୟା , ଲାଭ ଓ ନିୟମାନୁଶାସନ ସମ୍ବନ୍ଧରେ ବିସ୍ତୃତ ଅଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫେସର ଡ଼ଃ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ପଞ୍ଜାବ