ବୁର୍ଲା ଭୀମସାର ମେଡିକାଲ କଲେଜ ଆଡମିମସନରେ ସାଂଘାତିକ ଘୋଟାଲା ହୋଇଥିବା ସୂଚନା lମିଳିଥିବା ସୂଚନା ଅନୁଯାଇ ବରଗଡ଼ ବିଜେପୁରର ମୁକେଶ ସାହୁ ନାମକ ଜଣେ ଛାତ୍ର ନିଟ କ୍ଲିୟର କରି ମେଡିକାଲ ପାଇଲେ,ଭୀମସାରରେ ଆଡମିସନ ପରେ ଗୋଟିଏ କ୍ଲାସ ମଧ୍ୟ କଲେ , ହେଲେ ଶେଷରେ ବଦଳି ଗଲା NEET ର ରେଙ୍କ l ଭୀମସାର କତୃପକ୍ଷ ମୁକେଶ କୁ କ୍ଲାସ କରିପାରିବେନି ବୋଲି କହିଥିଲେ l ସେପଟେ ଭୀମସାର ମେଡିକାଲ କଲେଜ ଡିନ କହିଛନ୍ତି ଏହି ବିଷୟରେ ସେ କିଛି ଜାଣି ନାହାନ୍ତି l ଓଜେଇ ଯେଉଁ ଲିଷ୍ଟ ପଠାଇଛି ସେହି ଲିଷ୍ଟ ଆଧାର ରେ ଛାତ୍ର ମାନଙ୍କର ଆଡ଼ମିସନ କରାଯାଇଛି lତେବେ କିଏ ସତ କହୁଛି ତାହା ସ୍ପଷ୍ଟ ହୋଇନାହି