ସୁନ୍ଦରଗଡ ସହର: କୋଇଡା JSW କମ୍ପାନୀର 3 ନମ୍ୱର ଗେଟ ଖଣି ନିକଟ କାଷିରା ବ୍ରାହ୍ମଣୀପଡ଼ା ଜଙ୍ଗଲରୁ କୋଇଡା ପୋଲିସ ଦ୍ବାରା ଜଣଙ୍କ ମୃତ ଦେହ ଉଦ୍ଧାର
Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ପୂର୍ବାହ୍ନ 9 ଟା ପାଖାପାଖି ସମୟରେ ଏହି ଘଟଣା ସଂପର୍କରେ କୋଇଡା ପୋଲିସକୁ ସୂଚନା ଆସିଥିଲା। କୋଇଡା JSW କମ୍ପାନୀର 3...