ଭିଜିଲାନ୍ସ ଅଫିସର କହି ୧୮ ଅଧିକାରୀଙ୍କୁ ଠକିଥିବା ୨ ଠକଙ୍କୁ ବାନ୍ଧିଲା ରାଉରକେଲା ପୋଲିସ ।ଶୁକ୍ରବାର ଅପରାହ୍ନରେ ନିଜ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି । ଗିରଫ ୨ ଜଣ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଓ ତା ସଂପର୍କୀୟ ପ୍ରଦୀପ ପଣ୍ଡା।୨୦୨୧ରୁ ଏଯାବତ୍ ୧୮ରୁ ବରିଷ୍ଠ ଅଧିକାରୀଙ୍କୁ ୨୦ ଲକ୍ଷର ଠକେଇ କରିଛନ୍ତି।