ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ଅଧକ୍ଷ ନିହାଲ ସିଂ ଙ୍କ ସଭାପତିତ୍ୱତ ରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନ ଠାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଆଶୁ କବି ଗଦାଧର ନିଆଳ, ସମ୍ମାନୀୟ ଅତିଥି ଗୀତ ସଂଗୀତକାର ଶିବ ଶଙ୍କର ପ୍ରଧାନ, ମୁଖ୍ୟବକ୍ତା ଅଧ୍ୟାପକ ଛତ୍ରପତି ସୁନାନୀ, ସମ୍ମାନିତ ଅତିଥି ଆର୍ତ୍ତ ବନ୍ଧୁ ଚାନ୍ଦ ପ୍ରମୁଖ ଯୋଗଦାନ କରି ଭାରତୀୟ ସମ୍ବିଧାନ କୁ ଅକ୍ଲାନ୍ତ ପରିଶ୍ରମ କରି ଡ଼.ବି ଆର ଆମ୍ବେଦକର ପ୍ରସ୍ତୁତ କରି ମାନବବାଦ ର ପରିଚୟ ସୃଷ୍ଟି କରି ଇତିହାସ ରଚିଛନ୍ତି ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ l