ନର୍ଲା: ନର୍ଲା ଅଞ୍ଚଳର ବିଭିନ୍ନ ଗାଁରେ ବର୍ଷା ଯୋଗୁଁ କପା ଫସଲ ନଷ୍ଟ, ଚିନ୍ତା ରେ ଚାଷୀ, ଆଜି କିଲ ବେଢା ଠାରେ ରଖିଲେ ପ୍ରତିକ୍ରିୟା।<nis:link nis:type=tag nis:id=janasamasya nis:value=janasamasya nis:enabled=true nis:link/>
କେବେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ଚାଷ କାମ ରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ନଷ୍ଟ ହେଉଛି ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ବିଭିନ୍ନ ଗାଁ ଠାରେ । କପା ଚାଷ କରୁଥିବା ବିଭିନ୍ନ ଗାଁ ର ଅନେକ ଚକ୍ଷୀ ଚିନ୍ତା ଥିବା ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ରେ ହଜାର ହଜାର ହେକ୍ଟର ଜମି ରେ କପା ଚାଷ କରି ଲାଭବାନ ହୋଇଥାନ୍ତି ଚାଷୀ, ସେଥିପାଇଁ କଳାହାଣ୍ଡି ଜିଲ୍ଲା ରେ କପା କୁ ଧଳା ସୁନା ବୋଲି ମଧ୍ୟ କହିଥାନ୍ତି ଲୋକେ