କେନ୍ଦୁଝର ସହର: ଖିରେଇଟାଙ୍ଗିରି ସେକ୍ସନ ଜଡ଼ିପୋଦା , ଭାଲୁ ଘର , ଜଙ୍ଗଲ ରେ ଅଛନ୍ତି ୨୯ ଟିକିଆ ହାତୀ ପଲ ବନ ବିଭାଗ
ସଦର ବ୍ଲକ ଅନ୍ତର୍ଗତ ସଦର ସେକ୍ସନ - ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ସେକ୍ସନ ଜଡ଼ିପୋଦା , ଭାଲୁ ଘର , ଜଙ୍ଗଲ ରେ ଅଛନ୍ତି ୨୯ ଟିକିଆ ହାତୀ ପଲ ଆଜି ରାତି ରେ ବେଲେଦା କି ଭୁଲୁଦା ଆଡେ ହାତୀ ପଲ ବାହାରି ପାରନ୍ତି ଏଣୁ ଆଖ ପାଖ ଅଞ୍ଚଳରୁ ଲୋକମାନେ ଟିକେ ଦେଖି କି ରୁହନ୍ତୁ |