Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଗୋ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ କରାଗଲା ସାକ୍ଷାତ

Sambalpur M, Sambalpur | Oct 22, 2025
ସମ୍ବଲପୁର ଜିଲ୍ଲା ଗୋ ସୁରକ୍ଷା ସମିତି ପକ୍ଷରୁ ଆଜି ଦିନ 1ଟାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟ ରେ ଆଲୋଚନା କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାଇ ଗୋ ସୁରକ୍ଷା ସମିତି ର କର୍ମକର୍ତା ମାନେ ବୁଲା ଗୋରୁ ଗାଈ ମାନଙ୍କ ର ସୁରକ୍ଷା କୁ ନେଇ ଜ଼ିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ l ଯେଉଁ ଗାଈ ମାଲିକ ମାନେ ରାସ୍ତା ଉପରେ ଗାଈ ମାନଙ୍କୁ ଛାଡି ଦେଉଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜ଼ିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ l

MORE NEWS