କାମାକ୍ଷାନଗର: ପଙ୍ଗାତିରା ଗାଁରେ ମଙ୍ଗଳବାର ୪ଟାରେ ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଉଦଘାଟନ କଲେ ବିଧାୟକ ବିଭୁତି ପ୍ରଧାନ
ପଙ୍ଗାତିରା ଗାଁରେ ମଙ୍ଗଳବାର ୪ଟାରେ ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଉଦଘାଟନ କଲେ ବିଧାୟକ ବିଭୁତି ପ୍ରଧାନ ।ଢେଙ୍କାନାଳ ଜିଲା ପଙ୍ଗାତିରା ଗାଁରେ ମଙ୍ଗଳବାର ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଉଦଘାଟନ କଲେ ବିଧାୟକ ବିଭୁତି ପ୍ରଧାନ ।ଏଠାରେ ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର, ବିଡ଼ିଓ ଯଶୋବନ୍ତ ଦେହୁରୀ, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।