ଅନୁଗୋଳ: ଗଡସନ୍ତ୍ରୀ ଗ୍ରାମ ନିକଟରୁ ଚୋରା କୋଇଲା ବୋଝେଇ ଟ୍ରକ ଜବତ ; ଦୁଇ ଗିରଫ
Anugul, Angul | Oct 21, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ କୋଇଲା ଚୋରା ଚାଲାଣ ଅଭିଯୋଗ ରେ ଟ୍ରକ୍ ଚାଳକ ଓ ହେଲପର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ପକ୍ଷରୁ ସୂଚନା ମୁତାବକ ଅକ୍ଟୋବର ୧୯ ତାରିଖ ସଂଧ୍ଯ ୭ ଘଟିକା ସମୟରେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା କି ଏକ OD 05 AZ 5984 ଟ୍ରକ୍ ବେଆଇନ ଭାବେ ୩୫ ଟନ କୋଇଲା ତାଳଚେର ଅଞ୍ଚଳରୁ ଲୋଡ୍ କରି କଟକ ଅଭିମୁଖେ ଚୋରା ଚାଲାଣ ହେଉଛି। ଥାନା ଅଧିକାରୀ ଦୁଷ୍ମନ୍ତ ସିଂ ଙ୍କ ନେତୃତ୍ଵରେ ପୋଲିସ ଦୁଇ ତିନୋଟି ଟିମ କରି ଗଡସନ୍ତ୍ରୀ ବାଇପାସ୍ ଓଭରବ୍ରିଜ୍, ନୂଆହତା - ମହୀଧରପୁର୍ ସଂଯୋଗ ର ଉପର ବାଇପାସ୍ ଓଭରବ୍ରିଜ୍, ୫୫ ନମ୍ବର ଜାତୀୟ ରାଜପଥ ସଂ