Public App Logo
Jansamasya
���िल्ली
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli

ବରୀ ରାମଚନ୍ଦ୍ରପୁର: କୁଆଖିଆ ଥାନା ମୂଳପାଳ ଛକରେ ବସ ଦୁର୍ଘଟଣା ଘଟଣା,ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଂଚି ଗୁରୁତର ଓ ଆହତ ଯାତ୍ରୀଙ୍କୁ ଭେଟିଲେ ବିଧାୟକ

କୁଆଖିଆ ଥାନା ମୂଳପାଳ ଛକରେ ବସ ଦୁର୍ଘଟଣା ଘଟଣା,ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଂଚି ଗୁରୁତର ଓ ଆହତ ଯାତ୍ରୀଙ୍କୁ ଭେଟିଲେ ବିଧାୟକ ବିଶ୍ୱରଂଜନ ମଲ୍ଲିକ l ଆଜି କଟକକୁ ଏକ ଯାତ୍ରୀ ବାହୀ ଵାସ ବରୀ ଅଭିମୁଖେ ଯାଉଥିଲା l ହଠାତ କୋଣସି କାରଣରୁ ମୂଳପାଳ ଛକରେ ଭାରସାମ୍ୟ ହରାଇ ବାସଟି ଓଲଟି ପଡ଼ିଥିଲା l ଏହି ଦୁର୍ଘଟଣା ଫଳରେ ଅନେକ ଲୋକ ଆହତ ଓ ଗୁରୁତର ହେଇଥିବା ହେଇଥିବା ବେଳେ କୌଣସି ଯାତ୍ରୀ ମୃତ୍ୟୁ ବରଣ କରି ନଥିବା ସୂଚନା ମିଳିଛି l

MORE NEWS