ପୁରୀ ମ୍ୟୁନିସିପାଲଟି: କର୍ତ୍ତିକ ବ୍ରତ ର ଦ୍ୱିତୀୟ ଦିନ ରେ ପୁରୀ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ରେ ଆନନ୍ଦ ଉଲ୍ଲାସ ର ସହ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି l
Puri M, Puri | Oct 8, 2025 କାର୍ତ୍ତିକ ବ୍ରତ ର ଦ୍ୱିତୀୟ ଦିନ ରେ ପୁରୀ ର ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ରେ ଆନନ୍ଦ ଉଲ୍ଲସ ର ସହ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି l ଆଜି ଦିନ 10 ସମୟରେ ସ୍ୱତନ୍ତ୍ର ବସ ଦ୍ୱାରା ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ ହବିଷ୍ୟାଳି l