Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବାଲେଶ୍ବର ମ୍ୟୁନିସିପାଲଟି: ଗୋଳାପୋଖାରୀ ସ୍ଥିତ ହାଜି ନାସିରୁଦ୍ଦିନ ବିଦ୍ୟାଳୟ ରେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଭିତରେ ଶିକ୍ଷକଙ୍କ ଦୁର୍ଷ୍କମ ଉଦ୍ୟମ , ଥାନାରେ ଅଭିଯୋଗ

Baleshwar M, Balasore | Dec 13, 2025
୭ମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଭିତରେ ଶିକ୍ଷକଙ୍କ ଦୁର୍ଷ୍କମ ଉଦ୍ୟମ। ବିଦ୍ୟାଳୟ ପରିସରରେ ଅଭିଭାବକ ଗ୍ରାମବାସୀଙ୍କ ଉତ୍ତେଜନା। ଟାଉନ ଥାନାରେ ଲିଖିତ ଅଭିଯୋଗ କଲେ ନାବାଳିକା ଛାତ୍ରୀ । ବାଲେଶ୍ବର ଟାଉନ ଥାନା ଅଧିନ ଗୁଳା ପୋଖରୀ ନିକଟସ୍ଥ ହାଜି ନାସିରୁଦ୍ଧିନ୍ ବିଦ୍ୟାଳୟର ଗଣିତ ଶିକ୍ଷକ ଜନୈକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି।ଏନେଇ ଶନିବାର ଦିନ ୧:୩୦ରେ ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।