ରବିବାର କଲମପୁର ବ୍ଲକ ଅଧୀନସ୍ଥ ପୋଟେସ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ରାଜପୂତ କ୍ଷତ୍ରୀୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ଭଇଁରୀଗୁଡା ପକ୍ଷରୁ ସମ୍ବର୍ଶନା ସଭା ଅନୁଷ୍ଠିତ ହେଇଯାଇଛି । ପଶ୍ଚିମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ନିକଟରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଓଡିଶା ରନ୍ ଭାବେ ସମ୍ବନ୍ଧିତ ହେଇଥିବା ଘୁମୁରା ଗୁରୁ ତଥା ଅବସପ୍ରାପ୍ତ ଶିକ୍ଷକ ଦୟାନିଧ୍ ବାଣୁଆ, ମଂଚ ଉପସ୍ଥାପକ କୃପାସିନ୍ଧୁ ନାଏକ, ପ୍ରଣବ ଭଞ୍ଜ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।