ବଡସାହି: ବର୍ତ୍ତନା ଅଞ୍ଚଳରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଅବକାରୀ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ପୋଚ, ରନ୍ଧାମଦ ଓ ସରଞ୍ଜାମ ନଷ୍ଟ
Barsahi, Mayurbhanj | Sep 11, 2025
ବଡ଼ସାହି ଥାନା ଅଧୀନ ବର୍ତ୍ତନା ଅଞ୍ଚଳରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଗୁରୁବାର ଅପରାହ୍ନ ଚାରିଟାରେ ଚଢାଉକଲା ଅବକାରୀ ବିଭାଗ l...