Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ସୁକିନ୍ଦା: ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ

Sukinda, Jajpur | Sep 3, 2025
ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ହନୁମାନ ଛକ ପାଖ 53ନଂ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବୁଧବାର ଅପରାହ୍ନ 4:30 ମିନିଟ ସମୟରେ ଦେଖିବାକୁ ମିଳିଛି ।