ଅନୁଗୋଳ: ଅନୁଗୋଳ ଦୁର୍ଗା ହୋଟେଲ ନିକଟରେ ବାଇକ୍ ସିରିଜ୍ ଦୁର୍ଘଟଣାରେ ଛଅ ଗୁରୁତର
Anugul, Angul | Dec 4, 2025 ବଅଁରପାଳ ଥାନା ଅନ୍ତର୍ଗତ ଚଉରିଡିହ ଗ୍ରାମର ବନମାଳୀ ବେହେରା (୨୫) ଓ ତନ୍ମୟ ବେହେରା (୨୦) ଉଭୟ ଏକ ବାଇକ୍ ରେ ଅନୁଗୋଳ ସହର କୁ ଆସୁଥିବା ବେଳେ ଦୁର୍ଗା ହୋଟେଲ ସମ୍ମୁଖ ରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ରେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପଳାଶବଣି ଗ୍ରାମ ର ବିଜୟ କୁମାର ଦାସ (୪୦) ଓ ଶ୍ରୀକାନ୍ତ ବେହେରା (୩୫) ଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ପଛରୁ ଆସୁଥିବା ଅନ୍ୟ ଏକ ବାଇକ୍ ତାଙ୍କ ସହିତ ଧକ୍କା ଦେଇଥିଲା ଯାହା ଫଳରେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ୪ ଜଣଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଅବସ୍ଥା ସଙ୍କଟ