ସୋରଡା: ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ କ୍ଷେତ୍ରୀୟ ବ୍ରହ୍ମପୁର ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ସାଧନା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
Surada, Ganjam | Oct 17, 2025 ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମପଞ୍ଚାୟତର କ୍ଷତ୍ରିୟବରପୁର ଗ୍ରାମର ପି.ଏମ୍ ଶ୍ରୀ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବରେ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲେ,ଶିଶୁମାନଙ୍କର ଚିନ୍ତାଧାରା,ସୃଜନଶୀଳତା,ଦୃଢ ଇଚ୍ଛାଶକ୍ତି ଓ ଉଦ୍ୟମ ହିଁ ଆମ ରାଜ୍ୟକୁ ୨୦୩୬ ରେ ଏକ ନୁଆଁ ଶିଖରକୁ ପହଞ୍ଚେଇପାରିବ ତେଣୁ ଆଘକୁ ନେବାକୁ ହବ ବୋଲି କହିଛନ୍ତି ବିଧାୟକ.