ବୌଦ୍ଧ ସଦର: ବାଗଡ଼ିଆ ଗ୍ରାମର ଜଙ୍ଗଲରେ ବେଆନ ମହୁଲି ମଦ ରନ୍ଦା ଆଡାରେ ଅବକାରୀ ଚଢ଼ାଉ ୩୬୦କେଜି ପୋଚ ସହିତ ୪୦ଲିଟର ମଦକୁ ଜବତ କରିନଷ୍ଟ
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ l ବୌଦ୍ଧ ବ୍ଲକ କସ୍ତୁରବନ୍ଦ ଗ୍ରାମ ପଞ୍ଚାୟତ ବାଗାଡିଆ ଗ୍ରାମର ଜଙ୍ଗଲରେ ବେଆନ ମଦ ରନ୍ଧା ଯାଉଛି l ଏନେ ମନମୁଣ୍ଡା ଅବକାରୀ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୩୬୦କେଜି ମହୁଲ ପୋଚ ସହିତ ୪୦ଲିଟର ରନ୍ଧା ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରି, ୮୪/୨୦୨୫-୨୬ରେ ମାମଲା ରୁଜୁ କରାଯାଇଛି