ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ
ଫୁସପୁସ୍ ରୋଗ ଦିବସ ପାଳିତ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ , ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ “ବିଶ୍ଵ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧୀ ଫୁସପୁସ୍ ରୋଗ ଦିବସ” ପାଳନ କରାଯାଇଅଛି। ଜିଲ୍ଲା ମୂଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉକ୍ତ ବୈଠକରେ ଏ ଡି ପି ଏଚ ଓ ଡ଼ା.ସୁକାନ୍ତ ଶତପଥୀ, ଡି ପି ଏଚ ଓ ଡ଼।. ନବକିଶୋର ବେହେରା, ଡ଼ା. ମଳୟ କୁମାର ପ୍ରଧାନ, ଡିଆଇପିଆରଓ ମନୋଜ କୁମାର ବେହେରା, ଡ଼ା. ଇରସାତ ଖାନ ଉପସ୍ଥିତ ଥିଲେ