ଲାଞ୍ଜିଗଡ: ରାଜତନ୍ତ୍ର ସମୟର ସହର ଜୟପାଟଣା ଠାରେ ମହା ସମାରୋହରସହିତ ପାଳିତ ହେଲା ନୁଆଁଖାଇ, ଏକତ୍ର ନୁଆଁ ଖାଇଲେ ରାଜ ପରିବାର
Lanjigarh, Kalahandi | Sep 2, 2025
ଆଜି ମଙ୍ଗଳବାର ଦଶମୀ ତିଥି . ଏହି ଦଶମୀ ତିଥି ଅବସରରେ କଳାହାଣ୍ଡିର ଗଡାତତ ଅଂଚଳବାସୀ ନୁଆଁ ଖାଇଛନ୍ତି . ସକାଳୁ ଦେବୀ ମାଁ ମାଣିକେଶ୍ଵରୀଙ୍ଁ...