ରାୟଗଡା: ଡମ୍ବସରା ପଞ୍ଚାୟତ କୁ ନୂତନ ବ୍ଲକ ଦାବିରେ ୬ଟି ପଞ୍ଚାୟତର ଜନସାଧାରଣଙ୍କ ବିରାଟ ବାଇକ ଶୋଭାଯାତ୍ରା ସହ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ କୁ ନୂତନ ବ୍ଲକ ଘୋଷଣା ଏବେ ଜୋର୍ ଧରୁଛି ଆଜି ୬ଟି ପଞ୍ଚାୟତର ଜନ ସାଧାରଣ ଏକ ବିରାଟ ଶୋଭାଯାତ୍ରା ରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ଆସି ଦାବିପତ୍ର ପ୍ରଦାନ କରିଥିଲେ