Date -05.12.2025 Place -Umerkote ନବରଙ୍ଗପୁର ଜିଲ୍ଲାର ଉମରକୋଟ ମୁଖ୍ୟ ରାସ୍ତା ରେ ଅନେକ ସ୍ଥାନରେ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଉମରକୋଟ ସ୍ଥିତ ଡି.ଏନ .କେ ରାସ୍ତା ଅଳ୍ପ ଦିନ ପୂର୍ବେ ତିଆରି ହୋଇ ଥିଲେ ସୁଧା ବର୍ତମାନ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ରାସ୍ତା ସାରା ଖାଲ ଢ଼ିପ, ଯାତ୍ରୀମାନେ ପ୍ରତିଦିନ ଜୀବନ-ଜୁଆ ଖେଳି ଯାତାୟାତ କରୁଛନ୍ତି। ଏହି ଖାଲ ଖମା ରାସ୍ତା କାରଣରୁ ବେଳେ ବେଳେ ଦୁର୍ଘଟଣା ହେଉଥିବା କଥା ମଧ୍ୟ ଲୋକମାନେ କହିଛନ୍ତି। ସାଧାରଣ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ସମୟରେ ଉମରକୋଟ ବାସିନ୍ଦାମାନେ ପ୍ରଶାସନଙ୍କ ତତ୍କାଳ ହସ୍ତକ୍ଷେପ ଦ